83
Q.S ଅଲ-ହିଜର୍ (15:83)

فَاَخَذَتْهُمُ الصَّيْحَةُ مُصْبِحِيْنَۙ

fa akhażathumuṣ-ṣaiḥatu muṣbiḥīn(a).

ତା’ପରେ ସକାଳେ ଘଡ଼ଘଡ଼ି ହେଉଥିବା ଏକ ପ୍ରବଳ ଶବ୍ଦରେ ସେମାନେ ଧ୍ୱଂସ ପାଇଲେ,